ପିକଅପ୍ ଭ୍ୟାନ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ଚାଲିଗଲା ୧୧ଜଣଙ୍କ ଜୀବନ
ପିକଅପ୍ ଭ୍ୟାନ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଗଲା ୧୧ ଜୀବନ । ମୃତକ ସମସ୍ତେ ଗୋଟିଏ ପରିବାରର। ଛତିଶଗଡ଼ ବଲୋଦା ବଜାର ଭାତପରାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଅନ୍ୟ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ…