Browsing Tag

Chendipada

ମୃତ ମହିଳାଙ୍କୁ ବଞ୍ଚାଇବାକୁ ଝଡାଫୁଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାପକାମୁଡ଼ିବା ପରେ ଗୁରୁତର ମହିଳାଙ୍କୁ ଡାକ୍ତରଖାନା ଆଣିବା ପରିବର୍ତ୍ତେ ପରିବାର ଲୋକେ ପ୍ରଥମେ ଝଡାଫୁଙ୍କାର ଆଶ୍ରୟ ନେଇଥିଲେ । ପରେ ଡାକ୍ତରଖାନା ନେବା ପରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକେ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ପୁଣି…