Browsing Tag

Checking will be in railway station like airport

ବିମାନବନ୍ଦର ଭଳି ରେଳଷ୍ଟେସନରେ ବି କଡ଼ା କଡ଼ି ହେବ ସୁରକ୍ଷା ବ୍ୟବସ୍ଥା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିମାନ ଭଳି ରେଲଓ୍ବେରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯିବ । ବିମାନବନ୍ଦର ଭଳି ରେଳଷ୍ଟେସନ ମଧ୍ୟ ସବୁ ଆଡୁ ବନ୍ଦ କରାଯିବ । ବିମାନରେ ଯାତ୍ରା କରିବାର ୨ଘଣ୍ଟା ପୂର୍ବରୁ ବିମାନ ବନ୍ଦରେ ପହଞ୍ଚିବାକୁ ପଡ଼ୁଥିବା ବେଳେ ରେଳଷ୍ଟେସନରେ ଟ୍ରେନ ଟାଇମିଂର ୨୦…