ଚାକିରୀ ନାଁରେ ଠକେଇ, ୩ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪ବର୍ଷ ହେବ ଚାକିରୀ କରାଇଦେବାକୁ କହି ଠକି ଆସୁଥିଲେ । ଶେଷରେ ପୋଲିସ କଲା ଗିରଫ । ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି । ଚାକିରି କରାଇଦେବା ନାଁରେ ଯୁବକ ଯୁବତୀଙ୍କଠାରୁ ଠକି ନେଇଥିଲେ ଲକ୍ଷଲକ୍ଷ ଟଙ୍କା । ଶେଷରେ ଉମରକୋଟ ଥାନା ପୋଲିସ ସେମାନଙ୍କୁ…