Browsing Tag

Chaturdhamurti in snanamandap

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପବିତ୍ର ସ୍ନାନଯାତ୍ର ଓ ହାତୀବେଶ। ଜଗତରନାଥ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି । ଶ୍ରୀମନ୍ଦିର ପରିସର ସୁନା କୂଅରୁ ୧୦୮ କଳସ ଜଳ ଅଣାଯାଇ ଅଭିମନ୍ତ୍ରିତ ଓ ସୁବାସିତ କରାଯିବା ପରେ ଏଥିରେ ମହାପ୍ରଭୁଙ୍କ ଦିବ୍ୟସ୍ନାନ କରାଯିବ । ପରେ ମହାପ୍ରଭୁଙ୍କ…