ବିଜାପୁରରେ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ, ୪ ବି.ଏସ.ଅଫ ଯବାନ ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ ରେ ମାଓ ହିଂସା ଥମିବାର ନା ଧରୁନି । ଆଜି ସକାଳେ ଏକ ବି.ଏସ.ଅଫ ଯବାନ ଟ୍ରକ ବିଜାପୁର ଘାଟି ଦେଇ ଯିବା ସମୟରେ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ ଘଟିଛି । ଏହି ବିସ୍ପୋରଣ ରେ ୪ ଜଣ ୪ଜଣ ବି.ଏସ.ଅଫ ଯବାନ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ…