ଦୁର୍ଘଟଣାରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆପଡାରେ ବୋଲେରୋ ଓ ଟ୍ରକ ଦୁର୍ଘଟଣାରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୪ ଜଣ ମହିଳା ରହିଛନ୍ତି ।
ସୂଚନା ଅନୁଯାୟୀ, ଛତିଶଗଡର ପିଠୋରା ଅଞ୍ଚଳର କିଛି ତୀର୍ଥଯାତ୍ରୀ ନୂଆପଡ଼ା ଜିଲ୍ଲା କୋମନାକୁ…