Browsing Tag

Changes in IPS lable

ନିର୍ବାଚନ ପୂର୍ବରୁ ବଡ଼ ଧରଣର ଆଇପିଏସ ଅଦଳ ବଦଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିଥର ପରି ଏଥର ମଧ୍ୟ ନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବରିଷ୍ଠ ଆଇପିଏସ ସୁନିଲ ରାୟଙ୍କୁ ଗୋଇନ୍ଦା ବିଭାଗ ସ୍ପେଶାଲ ଡିଜି, ଅମିତାଭ ଠାକୁରଙ୍କୁ ଏସଏପି ଆଇଜି, ବିଜୟା…