ମାନସିକ ଚିନ୍ତାରୁ ମୁକ୍ତି ପାଇଁ ଲଗାନ୍ତୁ ଚନ୍ଦନ ପେଷ୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚନ୍ଦନ ଲେପନ କଥା ତ ପ୍ରାୟ ସମସ୍ତେ ଶୁଣିଥିବେ ।ହଁ ଆଜ୍ଞା, ଏହା ଏମିତି ଏକ ଔଷଧିୟ ଜିନିଷ ଯାହାର ବ୍ୟବହାରରେ ଶରୀରରେ ଥକାପଣ ଦୂର ହୁଏ । ଏହାକୁ ଆୟୁର୍ବେଦରେ ବିଶେଷ ଔଷଧି ରୂପେ ପ୍ରୟୋଗ କରାଯାଏ । ଏହା ଆମ ମାନସିକ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ମୁଣ୍ଡ…