କୁକୁଡ଼ାଙ୍କ ଏହି ୪ଟି ଅଭ୍ୟାସ ଅନୁସରଣ କଲେ ମିଳିବ ସଫଳତା, ଜାଣନ୍ତୁ କଣ କହେ ଚାଣକ୍ୟ ନୀତି
ମୌର୍ଯ୍ୟ ସାମ୍ରାଜ୍ୟର ସଂସ୍ଥାପକ, କୁଶଳ ରାଜନୈତିଜ୍ଞ, ଚତୁର କୂଟନୀତିଜ୍ଞ ଏବଂ ଅର୍ଥନୀତିରେ ପ୍ରଗାଢ଼ ଜ୍ଞାନ ବହନ କରିଥିବା ଚାଣକ୍ୟ ମନୁଷ୍ୟ ପାଇଁ ଅନେକ ପ୍ରାସଙ୍ଗିକ ନୀତି ପ୍ରସ୍ତୁତ କରିଛନ୍ତି । ଏହି ନୀତି ଗୁଡ଼ିକୁ ଅନୁସରଣ କରିବା ଦ୍ୱାରା ମନୁଷ୍ୟ ନିଜ ଜୀବନରେ ସଫଳତା ହାସକ କରିପାରିବ ।…