Browsing Tag

Central minister attack officers

କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ସରକାରୀ ଅଧିକାରୀଙ୍କ ଭାଙ୍ଗିଲା ହାତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ରେ ଜଣେ ସରକାରୀ ଅଧିକାରୀଙ୍କ ହାତ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ମନ୍ତ୍ରୀ ଟୁଡୁ ଦୁଇ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକିଥିଲେ । ସେଠାରେ ସେ ଅଫିସର ମାନଙ୍କୁ ମାଡ଼ ମାରିଥିଲେ । ଫଳରେ ଣେ…