କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ଆଶିଷ ସିଂହଙ୍କୁ ପ୍ରଶଂସାରେ ପୋତିଲେ ଭକ୍ତ, ହେଲା ଜଗନ୍ନାଥଙ୍କ ଶୃଙ୍ଖଳିତ ଦର୍ଶନ
ପୁରୀ, ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ଆଶିଷ ସିଂହଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଭକ୍ତ । ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଅତ୍ୟନ୍ତ ଶୃଙ୍ଖଳିତ ବ୍ୟବସ୍ଥା କରିଥିବାରୁ ପୁରୀ ପୁଲିସକୁ ପ୍ରଶଂସା ମିଳିବାରେ ଲାଗିଛି । ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ଭକ୍ତ…