‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମାଲେମାଲ ବୀମା କମ୍ପାନୀ’
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ଯୋଜନାରେ ବୀମା କମ୍ପାନୀମାନେ ଲାଭବାନ ହେଉଥିବା ବେଳେ, ଚାଷୀ ହଇରାଣ ହେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଗୁଁ ଓଡ଼ିଶା ଚାଷୀ ହଇରାଣ ହେଉଛନ୍ତି । ଏହି ବୀମା ଯୋଜନାରେ ୧ ଲକ୍ଷ ୨୬…