ସିବିଏସଇ ବିବ୍ରତ, ତର୍ଜମା ପାଇଁ କମିଟି ଗଠନ କଲା ବୋର୍ଡ
ବିବାଦରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନ ପତ୍ରରେ ପଚରା ଯାଇଥିବା ପ୍ରଶ୍ୱକୁ ନେଇ ସିବିଏସଇ ପାଇଁ ବିବାଦ ବଢିଛି । ତେବେ ଅପ୍ରୀତିକର ପରିସ୍ଥିତି ଉପୁଜିବା ପରେ ପ୍ରଶ୍ନକୁ ହଟାଇ ନେଇଛି ବୋର୍ଡ । ଏହାସହ ଘଟଣାର ତଦନ୍ତ ପାଇଁ କମିଟି ମଧ୍ୟ…