ବାପାଙ୍କୁ ଫସାଇ ଦିଆଯାଇଛି: ସଞ୍ଜୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ପରେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ତାଙ୍କ ବାପାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି । ସଞ୍ଜୟଙ୍କ କହିବା ମୁତାବକ, ଆଗକୁ ଓସିଆର ନିର୍ବାଚନ ଥିବାରୁ ସେମାନଙ୍କ ଉପରେ ଚାପ…