ମମତା – ସିବିଆଇ ଖଣ୍ଡଯୁଦ୍ଧ, ମମତାଙ୍କୁ ସମର୍ଥନ ଦେବେନି ନବୀନ!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ କାର୍ଯ୍ୟକଳାପକୁ ବିରୋଧ କରି ମମତା ଧାରଣାରେ ବସିଥିବା ବେଳେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆଜି ସୁପ୍ରିମ୍କୋର୍ଟରେ ସିବିଆଇ କରିଥିବା ଆବେଦନର ଶୁଣାଣି ହୋଇଛି । କୋଲକତା ପୋଲିସ୍ କମିଶନର ରାଜୀବ କୁମାର ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତରେ…