ଗିରଫ ହେଲେ ଚର୍ଚ୍ଚିତ ମିଶ୍ର
ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର । ଚର୍ଚ୍ଚିତଙ୍କୁ ଗିରଫ କଲା ସିବିଆଇ । ଆଜି ଭୋର ୪ଟାରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ସରେଣ୍ଡର କରିଥିଲେ । ଏହାପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ତାଙ୍କ ବିରୋଧରେ IPC 120 B ଓ ପ୍ରିଭେନସନ୍ ଅଫ୍…