ଯେତେ ଚେଷ୍ଟା କଲେ ବି ରାତିରେ ଲାଗୁନି ନିଦ ? ଏହି କାରଣରୁ ଶରୀରରେ ଦେଖାଯାଏ ନିଦ୍ରାହୀନତା ସମସ୍ୟା
ଆଜିର ବ୍ୟସ୍ତବହୁଳ ଜୀବନ ରେ ଲୋକେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି ଯେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ନିୟମିତ ଆକ୍ରାନ୍ତ ହେଉଛନ୍ତି l ନିକଟରେ ଗବେଷକ ମାନଙ୍କ ଦ୍ୱାରା ହୋଇଥିବା ଗୋଟିଏ ରିସର୍ଚ୍ଚ ଦ୍ୱାରା ଜଣା ପଡିଛି ଯେ ୬ରୁ ୮ ଘଣ୍ଟା ନିଦରେ ଶୋଇବା ନିହାତି ଜରୁରୀ l ଏହାଦ୍ୱାରା ଶରୀରରେ…