କୋଣାର୍କ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ କ୍ୟାନ୍ସର ଦିବସ ପାଳିତ
ଓଡିଶା ଫାଷ୍ଟ( ବ୍ୟୁରୋ): କୋଣାର୍କ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ କ୍ୟାନ୍ସର ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଣାର୍କ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଅରୂପ ପଟ୍ଟନାୟକ ସଭାପତିତ୍ୱ କରି କ୍ୟାନସର…