Browsing Tag

Canal cuttack eviction Taldanda canal

ରାଣୀହାଟରେ କଟକ ପ୍ରଶାସନ ଭାଙ୍ଗିଲା ତିନି ମହଲା କୋଠା

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଭଙ୍ଗାଗଲା କଟକ ରାଣୀହାଟ ଛକରେ ଥିବା ତିନି ମହଲା ବିଶିଷ୍ଟ ହିନ୍ଦ୍‌ ସିନେମା ହଲ । ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣରେ ହଲ ସମସ୍ୟା ସୃଷ୍ଟି କରୁଥଲା । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହଲ୍‌କୁ ଭଙ୍ଗାଯାଇଛି । ତେବେ କୋର୍ଟରେ କ୍ଷତିପୂରଣ ଅର୍ଥ ଜମା କରିବା ପରେ…