Browsing Tag

By evening

ସନ୍ଧ୍ୟା ସୁଦ୍ଧା ସରକାର ନଶୁଣିଲେ ଆସନ୍ତାକାଲି ରାଜ୍ୟ ଘରୋଇ ବସ ମାଲିକ ସଂଘର ଆନ୍ଦୋଳନ

ସାରା ରାଜ୍ୟରେ ୧୦ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆଜି ବି ଜାରି ରଖିଛି । ମାତ୍ର ଏହି ଆନ୍ଦୋଳନକୁ ସମର୍ଥନ ନ କରି ଗାଡ଼ି ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲା ରାଜ୍ୟ ଘରୋଇ ବସ ମାଲିକ ସଂଘ । ଗତକାଲି ଆନ୍ଦୋଳନରତ ଡ୍ରାଇଭର ସଂଘର କର୍ମୀଙ୍କଠାରୁ ଆକ୍ରୋଶର ଶିକାର…