Browsing Tag

by CM Naveen Pattnaik

ରାତ୍ରି ଆହାର କରିବ ଗରିବଙ୍କ ଦୁଃଖ ଦୂର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରୁ ଆହାର ଯୋଜନାରେ ରାତ୍ରି ଭୋଜନ ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୫୬ଟି ପ୍ରମୁଖ ଚିକିତ୍ସାଳୟରେ ଥିବା ଆହାର କେନ୍ଦ୍ରରେ ପ୍ରତିଦିନ ରାତି ୭ଟା ରୁ ୯ଟା ରୋଗୀଙ୍କ…

ଭୁବନେଶ୍ୱରରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆରମ୍ଭ । ଯୋଗ ଦେଇଛନ୍ତି ୮୦୦ ଶିଶୁ ବୈଜ୍ଞାନିକ, ୪୦୦ ବୈଜ୍ଞାନିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଦ୍ୱିତୀୟଥର ପାଇଁ ଆୟୋଜିତ ହୋଇଛି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ୫ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଗୁରୁବାର ଉଦଘାଟିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।…

ବିଜେଡିର ପ୍ରତିଷ୍ଠା ଦିବସ: ମୋଦିଙ୍କ ଆକ୍ଷେପକୁ ନବୀନଙ୍କ କଡ଼ା ଜବାବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା କି କେନ୍ଦ୍ରୀୟ ଅନୁଦାନ ଦରକାର ନାହିଁ । ଅର୍ଥନୈତିକ ସ୍ବାଧୀନତା ଦ୍ୱାରା ଆମେ ଓଡ଼ିଶାକୁ ସମୃଦ୍ଧ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ କହି କେନ୍ଦ୍ର ସରକାରଙ୍କ ଉପରେ…

କଟକ ଦହିବରା ଖାଇବେ କହି ହୃଦୟ ଜିତିଲେ ସଲମାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୁଷ ବିଶ୍ୱକପ ହକି ଦ୍ୱିତୀୟ ଉଦଘାଟନୀ ଉତ୍ସବ ଆଜି କଟକର ବାରବାଟୀ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ନିଜ ଧୂଆଁଧାର ପରଫରମାନ୍ସରେ…

ହକି ବିଶ୍ୱକପକୁ ନେଇ ଡାକ ଟିକେଟ୍ ଉନ୍ମୋଚିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ଓଡ଼ିଶାରେ ହକିର କ୍ରେଜ ଥିବାବେଳେ ଆଜି ଏହି ହକି ବିଶ୍ୱକପ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚନ କରିଛନ୍ତି । ଏଥିରେ ୫ଟି ଡାକ ଟିକେଟ ଉନ୍ମୋଚନ କରାଯାଇଛି । ଏହି ଡାକରେ ଜୈବ ବିବିଧତା ଏବଂ ଓଡିଶାର…

ସ୍ୱତବ ପାହ୍ୟା ରାଜ୍ୟ ମାନ୍ୟତା ପାଇଁ ଆମର ଲଢ଼େଇ ଜାରି ରହିବ:ନବୀନ

ଚୌକି ପାଇଁ ପ୍ରତିଶ୍ରୁତି ଭୁଲିଗଲା ବିଜେପି ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରଥମ ପ୍ରତିଶ୍ରୁତିକୁ ଭୁଲିଗଲା ବିଜେପି କ୍ଷମତାରେ ଅନ୍ଧ ବିଜେପି ୧୫ବର୍ଷ ସଂଘର୍ଷକୁ ଭୁଲି ଯାଇଛି ୨୦୧୪ର ପ୍ରତିଶ୍ରୁତି ଲୋକମାନେ ବିଜେପିକୁ ୨୦୧୯ ନିର୍ବାଚନରେ ମନେ ପକାଇଦେବେ ଭୁବନେଶ୍ୱର,୨/୧୧/୨୦୧୮: ବିଜୁ…

ତିତଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କଲେ ପ୍ୟାକେଜ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ତିତଲି’ ଜନିତ କ୍ଷୟକ୍ଷତିର ଆକଳନ ପରେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ସେହିପରି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ଟିମ୍ ମଧ୍ୟ ଗତକାଲି ରାତିରେ ଓଡ଼ିଶାରେ ଆସି ପହଞ୍ଚଛନ୍ତି ।…

ବିଜେଡି ର ୧୪ଜଣିଆ ମୁଖପାତ୍ର ତାଲିକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବରୁ ବିଜେଡି ରେ ଥିବା ମୁଖପାତ୍ର ମାନଙ୍କ ମଧ୍ୟରେ କିଛିଟା ପରିବର୍ତ୍ତନ କରି ନୂଆ ମୁଖପାତ୍ର ତାଲିକା ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ପୁର୍ବ ତାଲିକାରୁ ଅମର ଶତପଥୀ, ଅସୀମ ଅମିତାଭ ଦାସ ବାଦ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ

ଓଡ଼ିଶ ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳ ବନରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ପଞ୍ଚସଖାଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।…

ସାଂଗଠନିକ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ସହ ବିଜେଡ଼ି ସୁପ୍ରିମୋଙ୍କ ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଓଡିଶା ଗ୍ରସ୍ତ ପରେ ସକ୍ରିୟ ହୋଇ ଉଠିଛି ବିଜେଡି । ସେମାନଙ୍କ ଠାରୁ ସମାଲୋଚିତ ହେବାପରେ ନିର୍ବାଚନ ପୂର୍ବରୁ ନିଜର ସ୍ଵଶ୍ଚ ଓ ନିର୍ମଳ ଭାବମୂର୍ତ୍ତରେ ଆଞ୍ଚ ନ ଆସିବା ପାଇଁ ବିଜେଡି…