Browsing Tag

by CM Naveen Pattnaik

୯ ଲୋକସଭା ଓ ୩୬ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ୯ ଲୋକସଭା ଆସନ ଓ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ ଲୋକସଭା ଆସନରୁ ୭ଟି ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିଛି ଓ ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି ।…

ନୟାଗଡ଼ରୁ ପ୍ରଚାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୨୧ ରୁ ୨୧ ଲୋକସଭା ଜିତିବ ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁ): ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନର ପ୍ରଚର ମଙ୍ଗ ଧରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନର ଷ୍ଟାର ପ୍ରଚାରକ ଭାବେ ବିଜେଡିର ପ୍ରଚାରକାର୍ଯ୍ୟ ନୟାଗଡରୁ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ…

୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ପ୍ରଥମ ୨ଟି ପର୍ଯ୍ୟାୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଷ୍ଟାର ପ୍ରଚାରକ ଟ୍ୟାଗ୍ ଦେଇଛି…

ବିଜେଡ଼ି ପ୍ରକାଶିତ ପ୍ରଥମ ପର୍ଯ୍ୟାୟ ତାଲିକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ି ଘୋଷଣା କରିଥିବା ପ୍ରଥମ ପର୍ଯ୍ୟାୟର ୯ଲୋକସଭା ଓ ୫୪ ବିଧାନସଭା ପ୍ରାର୍ଥୀଙ୍କ ନାମ ଓ ସ୍ଥାନ: ଲୋକସଭା କଳାହାଣ୍ଡି-ପୁଷ୍ପେନ୍ଦ୍ର ସିଂହଦେଓ ନବରଙ୍ଗପୁର- ରମେଶ ମାଝି ବ୍ରହ୍ମପୁର-ଚନ୍ଦ୍ରଶେଖର ସାହୁ କୋରାପୁଟ-କୌଶଲ୍ୟା ହିକକା ବରଗଡ଼- ପ୍ରସନ୍ନ…

୨୦୧୯ ନିର୍ବାଚନ ପୂର୍ବରୁ ଆଶାୟୀଙ୍କ ଥଇଥାନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ । ୨୦୧୯ ପାଇଁ ବିଗୁଲ ବାଜିବ । ଓଡ଼ିଶାରେ ଏକ ସଙ୍ଗରେ ବିଧାନସଭା- ଲୋକସଭା ନିର୍ବାଚନ ହେବ । ବିଧାନସଭା ନିର୍ବାଚନ କୁ ନେଇ ସାଧାରଣରେ ଉତ୍ସାହ ରହିଛି । ବିଜେଡି ୨୦୦୦ ମସିହାରୁ ଶାସନରେ ଥିବାରୁ ଚାପରେ ରହିବା…

୧୦ ହଜାର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଗୃହ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଗୃହ ବଣ୍ଟନ କରିଛନ୍ତି । ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବସବାସ କରୁଥିବା ୧୦,୦୦୦ ବସ୍ତିବାସିନ୍ଦାଙ୍କୁ ଆବାସ ମିଶନ…

ଆଜିଠୁ ବିଜେଡିର ଘରେ ଘରେ ଶଂଖ କାର୍ଯ୍ୟକ୍ରମ ଆରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଘରେ ଶଂଖ କାର୍ଯ୍ୟକ୍ରମ । ଦଳ ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳ ସଦସ୍ୟା ପ୍ରାୟ ୮୬ ଲକ୍ଷ ପରିବାରକୁ ଯାଇ ଲୋକଙ୍କ…

ବ୍ରହ୍ମପୁରରେ ଜାନିବିଲି ପାନୀୟଜଳ ପ୍ରକଳ୍ପ ଓ ୧୧୪ଟି ସହରାଞ୍ଚଳ ପାଇଁ ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ କଲେ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମପୁରରେ ୪୯୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ବୃହତ୍‌ ଜାନିବିଲି ପାନୀୟ ଜଳ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ବିଏମସିର ୫ଟି ୱାର୍ଡକୁ ସମ୍ପୂର୍ଣ୍ଣ ଏବଂ ୬ଟି ୱାର୍ଡକୁ ଆଂଶିକ ଜଳଯୋଗାଣ ହେବ ।…

ନବୀନଙ୍କ ଉଦ୍ୟମକୁ ଜାତିସଂଘ(ମହିଳା)ର ପ୍ରଶଂସା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭା ଗୁଡିକରେ ୩୩ % ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଥିବାରୁ ଜାତିସଂଘ(ମହିଳା) ପକ୍ଷରୁ ତାଙ୍କୁ ପ୍ରଂଶସା କରାଯାଇଛି । ରବିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ଢ଼େଙ୍କାନାଳରେ ୨ ହଜାର କୋଟିର ପ୍ରକଳ୍ପ ଉଦ୍‌ଘଟନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ସହ କାଳିଆ ଯୋଜନାର ସଫଳତା ସମ୍ପର୍କରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଅପରାହ୍ନରେ ୪ଟା୫ରେ…