ପୌର ଚିଠା ଭୋଟର ତାଲିକା ପରେ ୧୧ରୁ ୧୬ ପର୍ଯ୍ୟନ୍ତ କରିପାରିବେ ଅଭଯୋଗ: ରାଜ୍ୟ ନିର୍ବାଚନ କମିଶନର
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷ ହେଲା ପୌର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୧୦ ପୌରାଞ୍ଚଳରେ ନିର୍ବାଚନ ନେଇ ସର୍ବ ସମ୍ମତି ପ୍ରକାଶ ପାଇଥିବା ସୂଚନା ମିଳିଛି । ରାଜ୍ୟର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ,…