Browsing Tag

Butter

ଖାଇବା ବେଳେ ପନିର ଟାଣ ଲାଗୁଛି କି! ଏହି ଉପାୟରେ ଚିହ୍ନନ୍ତୁ ଅସଲି ନା ନକଲି

ମାର୍କେଟରୁ କିଣାଯାଇଥିବା ପନିର ପ୍ରାୟତଃ ଖାଇବା ବେଳେ ପାଟିକୁ ସ୍ୱାଦିଷ୍ଟ ଲାଗିନଥାଏ। ଏହା ଟାଣ ବା ରବର ଭଳି ଲାଗେ। ଏହାର କାରଣ ବୋଧେ ଅଧିକାଂଶ ଲୋକ ଜାଣିନଥିବେ। ଏହାର କାରଣ ହେଉଛି ନକଲି ପନିର। ନକଲି ପନିର ଟାଣ ଓ ରବର ଭଳି ହୋଇଥାଏ, ଯାହା ଦେଖିବାକୁ ଅବିକଳ ଅସଲି ଭଳି ଲାଗେ। ଏଣୁ ଗ୍ରାହକ…