ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ୱର : ତୈଳ ଦର ବଢ଼ୁଥିବାରୁ ରାଜ୍ୟରେ ବସ୍ ଭଡ଼ା ବଢ଼ିଲା । ଅଡିନାରୀ ଭଡ଼ା କିମି ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିମି ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ଡିଲକ୍ସ ଭଡ଼ା ୧ଟଙ୍କା ୨୫ରୁ ୧ଟଙ୍କା ୩୧ପଇସାକୁ ବଢ଼ିଛି । ଏସି ଡିଲକ୍ସ ଭଡ଼ା ୧ଟଙ୍କା ୫୩ରୁ ୧ଟଙ୍କା…