Browsing Tag

burla kovid test

କରୋନା ମୁକାବିଲା: ଭିମ୍‌ସାର୍‌ରେ ପୁଲ୍ ଟେଷ୍ଟ କାଲିଠୁ ଆରମ୍ଭ – ସ୍ବାସ୍ଥ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁର୍ଲା ଭିମ୍‌ସାର୍‌ରେ ଆସନ୍ତାକାଲିଠାରୁ କୋଭିଡ୍-୧୯ ପରୀକ୍ଷଣ କେନ୍ଦ୍ରରେ ପୁଲ୍ ଟେଷ୍ଟ୍ କରାଯିବ । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ସେ ଆଜି ଭିମ୍‌ସାର୍‌ରେ ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି।…