ବାହାଘରର ୬ବର୍ଷ ପରେ ଛାଡ଼ପତ୍ର ଦେଇ ବାହାହେଲେ ୨ ସମଲିଙ୍ଗୀ ମହିଳା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାହାଘରର ୬ବର୍ଷ ପରେ ଦୁଇ ମହିଳା ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ସମଲିଙ୍ଗୀ ବିବାହ କରିଛନ୍ତି । ସମଲିଙ୍ଗୀ ବିବାହକୁ ଅପରାଧ ବିବେଚନା କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିବା ବେଳେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିନି । ଫଳରେ ମହିଳା ଦ୍ୱୟ ମନ୍ଦିରରେ…