ଭୁଶୁଡ଼ିଲା ଚାରି ମହଲା କୋଠା, ଏକାଧିକ ଲୋକ ଚାପି ହୋଇ ରହିଥିବା ସୂଚନା
ରାଜଧାନୀ ନୂଆଦିଲ୍ଲୀରେ ଭୁଶୁଡ଼ିଲା ଚାରି ମହଲା କୋଠା। ଉତ୍ତର ଦିଲ୍ଲୀର ମଲ୍କାଗଞ୍ଜର ସବ୍ଜୀ ମଣ୍ଡିରେ ଆଜି ମଧ୍ୟାହ୍ନରେ କୋଠା ଭୁଶୁଡ଼ି ପଡ଼ିଛି। କୋଠାର ଭଗ୍ନାବଶେଷ ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। କୋଠା ଭୁଶୁ଼ଡିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।…