ବୁଧଙ୍କ ବକ୍ର ଚଳନ, ଆଗାମୀ ୨୦ ଦିନ ପର୍ଯ୍ୟନ୍ତ ଏହି ରାଶି ବ୍ୟକ୍ତିଙ୍କର ବଢାଇବ ସମସ୍ୟା
ଆଜିଠାରୁ ବକ୍ରି ଚଳନ ଆରମ୍ଭ କରିବେ। ଗ୍ରହଙ୍କ ରାଜକୁମାର ବୁଧ ତୁଳା ରାଶିରେ ବକ୍ରି ଚଳନ କରିବେ। ବୁଧ ଅକ୍ଟୋବର ୨ ରେ ତୁଳା ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ଏହି ରାଶିରେ ସେ ଅକ୍ଟୋବର ୧୮ ପର୍ଯ୍ୟନ୍ତ ରହିବେ। ବୁଧଙ୍କ ବକ୍ରି ଚଳନ ହେତୁ ମିଥୁନ ଏବଂ କନ୍ୟା ସମେତ ଅନେକ ରାଶିର…