ବିପଦ ସଙ୍କେତ ଉପରେ ବୈତରଣୀ ଜଳସ୍ତର, ତଳିଆ ଅଞ୍ଚଳରେ ବଢୁଛି ପାଣି
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ସକାଳ ସମୟରେ ସ୍ଥିର ରହିଛି । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ଥିବାବେଳେ ବିଳମ୍ବିତ ରାତିରେ ୧୮.୩୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ସକାଳ ସମୟରେ ଜଳସ୍ତର ସ୍ତର ଖସି ୧୮.୩୧ରେ ପ୍ରବାହିତ…