Browsing Tag

broke chuli

ଶ୍ରୀଗୁଣ୍ଡିଚା ମନ୍ଦିର ରୋଷ ଘରେ ପଶି ୨୦ରୁ ଅଧିକ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁଣିଥରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଶ୍ରୀକ୍ଷେତ୍ରରେ। ଶୁକ୍ରବାର ରାତିରେ ଶ୍ରୀ ଗୁଣ୍ଡିଚା ମନ୍ଦିର ରୋଷ ଘରେ ପଶି କେହି ଦୁର୍ବୃତ୍ତ ୨୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି। କୋଠଭୋଗ ପ୍ରସ୍ତୁତ ପାଇଁ ଥିବା ଚୁଲିକୁ ଛାଡ଼ି ଅନ୍ୟ ସମସ୍ତ ଚୁଲିକୁ ଭାଙ୍ଗି ଦେଇଛନ୍ତି…