ବ୍ରିଚ୍ ବେବି ବିଷୟରେ ଜାଣନ୍ତୁ
ଗର୍ଭାବସ୍ଥା ସମୟରେ ପେଟ ଭିତରେ ପିଲାଟି ଘୂରିବୁଲେ । ପିଲାର ମୁଣ୍ଡ ଯଦି ତଳକୁ ଓ ଗୋଡ଼ ଉପରକୁ ରହିଛି ତେବେ ତାହାକୁ ସେଫାଲିକ୍ ପୋଜିସନ୍ କୁହାଯାଏ । କିନ୍ତୁ ଶେଷ ସମୟରେ ଯଦି ପିଲାଟିର ମୁଣ୍ଡ ଉପରକୁ ଓ ଗୋଡ଼ ଯଦି ତଳକୁ ରହେ ଏହାକୁ କୁହାଯାଏ ବ୍ରିଚ୍ ବେବି । ଯଦି ଆପଣ ଅନୁଭବ କରୁଛନ୍ତି ଯେ…