୩ କେଜି ବ୍ରାଉନ ସୁଗାର ସମେତ ୬୫ ଲକ୍ଷ ଜବତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୩ କେଜି ବ୍ରାଉନ ସୁଗାର, ମୁଙ୍ଗେର ମେଡ୍ ଚୋରା ବନ୍ଧୁକ, ନଗଦ ୬୫ ଲକ୍ଷ ଟଙ୍କା, ଟଙ୍କା ଗଣା ମେସିନ୍ ସହ ପ୍ୟାକିଙ୍ଗ ମେସିନ ଜବତ କରିଛି ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ଟିମ୍ । ଏସଟିଏଫର ଅପରେସନ୍ ପାଉଡର । ଖସିଗଲା ମାଷ୍ଟର ମାଇଣ୍ଡ । ଜାଲରେ ପଡିଲେ…