ଦବଙ୍ଗ ଖାନଙ୍କୁ ଆଶ୍ବସ୍ତି
ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ୨୦୧୯ରେ ହୋଇଥିବା ଏକ ପିଟିସନ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି । ସଲମାନ ଖାନଙ୍କ ବ୍ୟତୀତ ତାଙ୍କ ଅଙ୍ଗରକ୍ଷୀ ନବାବ ଶେଖଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ତେବେ ସୂଚନା ଅନୁଯାୟୀ, ଜଣେ ସାମ୍ବାଦିକ ସଲମାନଙ୍କ…