ଭିସ୍ତାରା ବିମାନକୁ ବିସ୍ଫୋରଣରେ ଉଡାଇ ଦେବାର ଧମକ
ଦିଲ୍ଲୀ ଏୟାରପୋର୍ଟରେ ଭିସ୍ତାରା ଏୟାର ଲାଇନ୍ସର ବିମାନକୁ ବିସ୍ଫୋରଣ କରି ଉଡାଇ ଦେବାର ଧମକ। ଜିଏମ୍ଆର କଲ୍ ସେଣ୍ଟରକୁ ଶୁକ୍ରବାର ସକାଳ ୮ଟା ୫୩ ମିନିଟ୍ରେ ବିମାନରେ ବମ୍ ଥିବାର ଏକ କଲ୍ ଆସିଥିଲା। ଏହି ଫୋନ୍ କଲ୍ରେ ଦିଲ୍ଲୀରୁ ପୁଣେ ଅଭିମୁଖେ ଯାଉଥିବା ଭିସ୍ତାରା ଏୟାରଲାଇନ୍ସର…