ବଡ଼ଗଡ ବ୍ରିଟ୍ କଲୋନୀରେ ପେଟ୍ରୋଲ ବୋମା ମାଡ଼
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ବୋମା । ନୟାପଲ୍ଲୀ ବ୍ରିଟ୍ କଲୋନୀରେ ପେଟ୍ରୋଲ ବୋମାମାଡ଼ । ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ବୋମାମାଡରେ ଜଳିଯାଇଛି କାର୍ । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ, ନୟାପଲ୍ଲୀ…