ପରଲୋକରେ ଋଷି କପୁର, ବଲିଉଡ଼ ଉପରେ କଳା ବାଦଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ଼ ଉପରେ କଳା ବାଦଲ । ଗତକାଲି ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହେବା ପରେ ଆଜି ପୁଣି ଜଣେ ଦିଗ୍ଗଜ ଅଭିନେତାଙ୍କୁ ହରାଇଛି ସିନେ ବଲିଉଡ଼ ଜଗତ । ୬୭ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି ଭେଟେରାନ୍ ଅଭିନେତା ଋଷି କପୁର । ଋଷି କପୁରଙ୍କ ପରି ଜଣେ…