ବାପାର ତଣ୍ଟି ଚିପି ମାରିଦେଲା ପୁଅ
ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଘାଗୁର୍ଲି ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ବାପାକୁ ହତ୍ୟା କରିଛି ପୁଅ । ଅଭିଯୁକ୍ତ ପୁଅ ମହେଶ୍ୱର ମଲ୍ଲିକକୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ, ଗତକାଲି ରାତିରେ ପାରିବାରିକ କଳହକୁ ନେଇ ବାପାପୁଅଙ୍କ ମଧ୍ୟରେ ବଚସା ହୋଇଥିଲା…