ବରିଷ୍ଠ ନାଗରିକଙ୍କୁ ‘ସଚେତକ’ ଆପ୍ ମାଧ୍ୟମରେ ସରକାରୀ ଗାଇଡଲାଇନ ଦିଆଯାଉଛି: ବିଏମ୍ସି କମିସନର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ନାଗରିକମାନଙ୍କୁ ସଚେତକ ଆପ୍ ମାଧ୍ୟମରେ ସରକାରୀ ଗାଇଡଲାଇନ ଦିଆଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବରିଷ୍ଠ ନାଗରିକ, ଗର୍ଭବତୀ, ବହୁରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ…