Browsing Tag

BMC

ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ…

ଭୁବନେଶ୍ବର ମହାନଗର ନିଗମ ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପୂର୍ବରୁ ଥିଲା ୨୧୦ଟି ପଦବୀ, ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି…

ବିଜୟ ଅମୃତ କୁଲାଙ୍ଗେ ବିଏମ୍‌ସି ଓ ନିଖିଳ ପବନ କଲ୍ୟାଣ ସିଏମ୍‌ସି କମିସନର

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟ ସରକାର ମନ୍ତ୍ରିମଣ୍ଡଳରେ ଅଦଳବଦଳ ପରେ ଏବେ ପ୍ରଶାସନିକ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଆଜି ଉଭୟ ବରିଷ୍ଠ ଓ କନିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରାଯାଇଛି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ବର ମହାନଗର…

ଅନଲାଇନରେ ଆଦାୟ ହେବ ହୋଲ୍ଡିଂ ଟ୍ୟାକ୍ସ -ସଞ୍ଜୟ ସିଂ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅନଲାଇନରେ ଆଦାୟ ହେବ ହୋଲ୍ଡିଂ ଟ୍ୟାକ୍ସ । ଭୁବନେଶ୍ୱର ଡଟ. ମି ଆପ ଜରିଆରେ ଅନଲାଇନରେ ଏକାଧିକ ସେବା ଯୋଗାଇଆସୁଛି BMC । ଭୁବନେଶ୍ୱରବାସୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । ଏଣିକି ହୋଲ୍ଡିଂ ଟ୍ୟାକ୍ସ ଅଫଲାଇନ ବଦଳରେ କେବଳ ଅନଲାଇନ ମାଧ୍ୟମରେ ଆଦାୟ…

ନବଗଠିତ BMC କାଉନସିଲର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ଵର : ନବଗଠିତ BMC କାଉନସିଲର ପ୍ରଥମ ବୈଠକ ଅନୁଷ୍ଠିତ । ବୈଠକରେ BMCର ସମସ୍ତ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ସହ ଅଧ୍ୟକ୍ଷଙ୍କୁ ନିର୍ବାଚିତ କରାଯାଇଛି । ବିଏମ୍ସି ସମ୍ମିଳନୀ କକ୍ଷରେ ସକାଳ ସାଢ଼େ ୧୦ଟାରେ ଆରମ୍ଭ ହୋଇଥିଲା ବୈଠକ । ୯ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଚୟନ ହେବାକୁ…

ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ବୈଠକ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମେ’ ୫ରେ ହେବାକୁ ଥିବା ଲଘୁଚାପକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ପାଣିପାଗ ସଂସ୍ଥା । ଇସିଏମଡବ୍ଲୁଏଫର ମଡେଲ ଅନୁସାରେ ଏହି ବାତା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏହା ପଶ୍ଚିମବଙ୍ଗର ଗଙ୍ଗାନଦୀ ଅବବାହିକାରେ ସ୍ଥଳଭାଗ ଛୁଇଁବ ବୋଲି…

ଆଜି BMC ଡେପୁଟି ମେୟର ନିର୍ବାଚନ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ପାଇଁ ନିର୍ବାଚନ ହେବ । ଦିନ ୧୦ ଟାରୁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା । ତେବେ ଏହା ପୂର୍ବରୁ ସକାଳ ସାଢେ ୯ଟାରେ ବିଏମ୍‌ସି କାର୍ଯ୍ୟାଳୟରେ ମେୟର ଓ ୬୭ ଜଣ ନିର୍ବାଚିତ କର୍ପୋରେଟରଙ୍କ ଶପଥପାଠ ଆରମ୍ଭ ହୋଇଯାଇଛି । ଏହାପରେ…

ବିଦା ହେବେ ବଞ୍ଜାରା: ବିଏମସି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ବଞ୍ଜାରାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଛକରେ ଏମାନେ ଭିକ୍ଷାବୃତ୍ତି କରୁଛନ୍ତି । ଏଣିକି ବଞ୍ଜାରା ଭିକ୍ଷାବୃତ୍ତି ଉପରେ ଲାଗିବ ରୋକ୍। ଭୁବନେଶ୍ଵର ମହାନଗର ନିଗମ ଏବଂ କମିସନରେଟ ପୁଲିସ ମିଳିତ ସହଯୋଗରେ ସହରାଞ୍ଚଳ ଆଶ୍ରୟସ୍ଥଳୀ…