ରକ୍ତ କଳାବଜାରୀଙ୍କୁ “ମୋ ସରକାର” ଛାଟ: ଦୁଇ ରକ୍ତଭଣ୍ଡାର ଲ୍ୟାବ ଟେକ୍ନିସିଆନ ସମେତ ୭ ଗିରଫ
ଓଡିଶା ଫାଷ୍ଟ( ବ୍ୟୁରୋ):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ରକ୍ତ କଳାବଜାର କରୁଥିବା ଏକ ଗୋଷ୍ଠୀ ର ପର୍ଦାଫାସ କରିଛି ପୋଲିସ। ପ୍ରକାଶ ଥାଉକି, କଳାହାଣ୍ଡି ଜିଲ୍ଲାପାଳ ଡାକ୍ତର ଗଭାଲି ହର୍ଷଦ ପରାଗ କିଛି ଦିନତଳେ ଧର୍ମଗଡ଼ରେ ରକ୍ତ କାଲବଜାର ନେଇ ଗୁପ୍ତ…