ପାଣ୍ଡିଆନ୍ଙ୍କୁ କଳାପତାକା ଦେଖାଇଲେ ବିଜେପି କର୍ମୀ
ଓଡ଼ିଶା ଫାଷ୍ଟ ବ୍ୟୁରୋ : ରାଜ୍ୟରେ ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ବିଭିର୍ନ ଜିଲ୍ଲା ଗସ୍ତକୁ ନେଇ ବିଜେପି ଧୀରେ ଧୀରେ ବିରୋଧ କରିବା ଆରମ୍ଭ କଲାଣି । ଆଜି ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିଛି ବିଜେପି । କଣ୍ଟାମାଳ ବିଜେପି କର୍ମୀମାନେ ୫ଟି…