କ୍ଷମତାକୁ ଆସିଲେ ଏକ ଟଙ୍କାରେ ୫ କେଜି ଚାଉଳ, ୫ ଶହ ଗ୍ରାମ ଡାଲି ଓ ଲୁଣ’ ଦେବ ବିଜେପି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ପୂର୍ବରୁ ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଥିଲେ ମଧ୍ୟ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀ ଙ୍କ ପାଇଁ ଏକ ବଡ ପ୍ରତିଶୃତି ଦେଇଛି । ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ ତେବେ ଏକ ଟଙ୍କାରେ ୫କିଲୋ ଚାଉଳ, ୫୦୦ଗ୍ରାମ…