ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ-ନବୀନ ଯୋଜନାକୁ ନେଇ ବିଜେପିର ଟାର୍ଗେଟ
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ-ନବୀନ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ମୁଖ୍ୟମନ୍ତ୍ରୀ ବିଜେଡିର ଟ୍ରମ୍ପ କାର୍ଡ ବୋଲି କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ଏବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ସବୁଥିରେ ବିଫଳ ହୋଇଛନ୍ତି ତେଣୁ କାର୍ଡକୁ ବଦଳାଇ ଖେଳିଲେ ଲୋକେ ବିଶ୍ୱାସ କରିବେ…