ସରକାର ଦୁର୍ଘଟଣାଜନିତ ଅନୁକଂପା ରାଶିକୁ ତୁରନ୍ତ ବୃଦ୍ଧି କରନ୍ତୁ : ବିଜେପି
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରାଜ୍ୟ ସରକାର ଯେଉଁ କ୍ୟାପସନ୍ ରଖିଛନ୍ତି ବିଜୁ ଜନତା ଦଳ ଓଡିଶାବାସୀଙ୍କର ବଳ । ମୁଖ୍ୟମନ୍ତ୍ରୀ ନିଜର ଛବିକୁ ସୁଧାରିବା ପାଇଁ, ଲୋକଙ୍କ ପାଖରେ ନିଜକୁ ଆଦୃତ କରିବା ପାଇଁ ଏବଂ ନିଜକୁ ଲୋକଙ୍କ ସହିତ ମିଶାଇବା ପାଇଁ ଅନେକ ସ୍ଲୋଗାନ ମଧ୍ୟ ଦେଇଥାନ୍ତି । ପ୍ରତ୍ୟେକ ଜୀବନ…