ସାଧାରଣ ନିର୍ବାଚନ ପାଇଁ ଆଜିଠୁ ବିଜେପି ବିଧିବଦ୍ଧ ପ୍ରଚାର ଆରମ୍ଭ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ୨୦୧୯ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବ ଭାଜପା । ୮ ଦିନରେ ୫ହଜାରରୁ ଊର୍ଦ୍ଧ୍ବ ସଭା କରି ଭାଜପା ସରକାର ଗଢ଼ିବା ପାଇଁ ପ୍ରଚାର ଆରମ୍ଭ କରିବ ଦଳ । ରାଜ୍ୟର ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବିଜୟ ସଂକଳ୍ପ ଯାତ୍ରା କରାଯିବ । ୧୭ ତାରିଖ…