Browsing Tag

BJP MLA Mukesh Mahaling support of Manoj Mishra

ଓଲିଉଡ଼ କଳି; ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

ଓଲିଉଡ଼ କଳାକାରଙ୍କ କଳିକୁ ନେଇ ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । କହିଲେ ଜଣେ କଳାକାରର ଭାଷା ପରିଧି କି ସହର ନଥାଏ । କଳାକାରଙ୍କୁ ସମ୍ମାନ ଦେବା ଓଡ଼ିଶା ସରକାରଙ୍କ ଦାୟିତ୍ୱ । ବିଜେଡି ସାଂସଦ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାକୁ ଆଗରୁ ନିନ୍ଦା…