ବିଜେପି ବିଧାୟକ ଆଶୁତୋଷ ଟଣ୍ଡନଙ୍କ ପରଲୋକ
ଭାରତୀୟ ଜନତା ପାର୍ଟିର ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କର ପରଲୋକ । ଚିକିତ୍ସାଧୀନ ଅବସ୍ଥାର ତାଙ୍କର ଦେହାନ୍ତ ହୋଇଛି । ମନ୍ତ୍ରୀ ଆଶୁତୋଷ ଟଣ୍ଡନ ଓରଫ ଗୋପାଳଜୀ ଉତ୍ତରପ୍ରଦେଶର ପୂର୍ବ ଲକ୍ଷୌର ବିଧାୟକ ଥିଲେ । ସେ ଦୀର୍ଘଦିନ ଧରି କ୍ୟାନସର ରେ ପୀଡିତ ହୋଇ…