ନାରୀ ଆଖିରେ ନିଆଁ, ନାରୀ ସୁରକ୍ଷା ଦାବିକରି ନବୀନ ନିବାସ ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାରୀ ସୁରକ୍ଷା ନେଇ ସାରା ଦେଶରେ ପ୍ରତିବାଦ ତେଜିବାରେ ଲାଗିଛି । ଦୋଷୀକୁ ଦଣ୍ଡ ମିଳିବାରେ ବିଳମ୍ବ ହେବାରୁ ରାଜନୀତି ସହ ସାଧାରଣ ଲୋକେ ମଧ୍ୟ ସ୍ୱର ଉଟାଉଛନ୍ତି । ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛି ।…